Day: 23 November 2022

ନକ୍ସଲ ନେତାର ମୃତଦେହ ଠାବ, ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର

ନିର୍ଭୟ ମିଡ଼ିଆ : ମାଲକାନଗିରି : ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର । ପୁଲିସ୍‌ଖୋଜି ଖୋଜି ନୟାନ୍ତ ହେବା ପରେ ବି ପତ୍ତା ପାଉ ନ ଥିଲା । ଶେଷରେ ଜଙ୍ଗଲରୁ ମିଳିଲା ନକ୍ସଲ କମାନ୍ଦର ଦେବା…

ଅଧା ରହିଗଲା ଠାକୁର ଦର୍ଶନ

ନିର୍ଭୟ ମିଡ଼ିଆ : ସୋନପୁର ଠାକୁରଙ୍କୁ ଦର୍ଶନ ପାଇଁ ହସଖୁସିରେ ଘରୁ ଗୋଡ଼ କାଢ଼ିଥିଲେ ସ୍ୱାମୀସ୍ତ୍ରୀ । ହେଲେ ସବୁଖୁସି ନିମିଷେକ ମଧ୍ୟରେ ଦୁରେଇଗଲା । ଛାରଖାର ହୋଇଗଲା ସୁନାର ସଂସାର । ଆଖି ଆଗରେ ସାତ ଜନମର ସାଥୀ ସବୁଦିନ…

ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ବିଶ୍ୱ ନିଅନ୍ତା

ନିର୍ଭୟ ମିଡ଼ିଆ : ପୁରୀ ଯିଏ ବିଶ୍ୱ ନିଅନ୍ତା, ଯାହା ହାତରେ ଦୁନିଆର ଡୋରି, ତାକୁ ସାମାନ୍ୟ ଡୋରିରେ ବାନ୍ଧି ନେଉଛି ଅବୋଧ ମଣିଷ । ପୂର୍ବରୁ ବାଲେଶ୍ୱରରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ଶ୍ରୀକ୍ଷେତ୍ର ପୁରୀରେ । ଏଥର ଚତୁର୍ଦ୍ଧାମୂର୍ତ୍ତିଙ୍କୁ…

ସତ ଓଗାଳିଲେ ଅମୀୟକାନ୍ତ, ଅର୍ଚ୍ଚନା ନାଗଙ୍କୁ ଦେଇଥିଲେ ୭ଲକ୍ଷ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ୭ଟଙ୍କା ଦେଇଥିଲେ ବ୍ୟବସାୟୀ ଅମୀୟକାନ୍ତ ଦାସ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଚିକିତ୍ସା ପାଇଁ ସେ ଏହି ଟଙ୍କା ଦେଇଥିବା ଇଡି ଆଗରେ ସତ ଓଗାଳିଛନ୍ତି…

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଲୋକେ ଭୟଭୀତ

ନିର୍ଭୟ ମିଡ଼ିଆ : ଭଦ୍ରକ ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲା । । ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ…

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ମାମଲାରେ ନାଗ ପେଡ଼ି ଖୋଲିବାକୁ ତନାଘନା ଚଳାଇଛି ଇଡି । ଆଜି ସକାଳୁ ସକାଳୁ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହୋଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପୁଣି ଥରେ…