Day: 22 November 2022

ଗୋପିଙ୍କୁ ଘରୁ ଡାକି ହତ୍ୟା କରି ଫୋପାଡ଼ିଥିବା ଅଭିଯୋଗ

ନିର୍ଭୟ ମିଡ଼ିଆ : ଧର୍ମଗଡ଼ : ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ତାଙ୍କୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ତମ୍ବାଛଡା ଠାରେ । ମୃତ…

ଦେଓମାଳିରେ ଲାଗିଲା ୧୪୪ ଧାରା, ସନ୍ଧ୍ୟା ପରେ ବୁଲିବା ମନା

ନିର୍ଭୟ ମିଡ଼ିଆ : କୋରାପୁଟ : କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସନ୍ଧ୍ୟା ପରେ ବୁଲିବା ଉପରେ କଟକଣା ଲଗାଯାଇଛି । କୋଟାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଦେଓମାଳି ପର୍ବତକୁ…

ରାତିସାରା ମୃତଦେହକୁ ଧରି ରାସ୍ତାରୋକ, ୫୦ଲକ୍ଷ ଦାବି

ନିର୍ଭୟ ମିଡ଼ିଆ : ନବରଙ୍ଗପୁର : ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଦେଲେ ରାସ୍ତାରୋକ ହଟିବ । ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ସନ୍ତୋଷପୁର ଗାଁରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍‌…

୧୫ ଘଣ୍ଟା ପରେ କୋରେଇରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ନିର୍ଭୟ ମିଡ଼ିଆ : ଯାଜପୁର : ୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଆଜି ସକାଳେ ୨ଟି ମାଲବାହୀ ଟ୍ରେନ୍‌ ଓ ଏକ ଯାତ୍ରୀବାହୀ ଟ୍ରେନ୍‌ କୋରେଇ ଷ୍ଟେସନ ଦେଇ ଗତି…