Day: 22 November 2022

‘ଛାତ୍ର ସଂସଦ ନିର୍ବାଚନ ନ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁଠିକି ଯିବେ ଅଣ୍ଡାମାଡ଼ କରାଯିବ’

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ‘ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନ କରାଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପଦ୍ମପୁରକୁ ପୂରାଇ ଦେବୁ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ…

‘ମେଧା ହିଁ ପ୍ରାର୍ଥୀ ଚୟନର ମାପଦଣ୍ଡ, ଅନିୟମିତତା ସମ୍ପୂର୍ଣ୍ଣ ମିଛ’

ନିର୍ଭୟ ମିଡ଼ିଆ : କଟକ : ଏଏସ୍‌ଓ ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ । ମେଧା ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦନ୍ଦ । ଏଥିସହ ଯାହାର ଅଭିଯୋଗ କରିବାର…

ଦୋଷ ମାନିଲା ଅଫତାବ, କହିଲା ରାଗରେ ଶ୍ରଦ୍ଧାଙ୍କ ଗଳା କାଟିଥିଲି

ଏଜେନ୍ସୀ : ନୂଆଦିଲ୍ଲୀ : ଆଉ ୪ ଦିନ ବଢିଲା ଦିଲ୍ଲୀ ଜହ୍ଲାଦ ପ୍ରେମିକ ଅଫତାବର ପୁଲିସ ରିମାଣ୍ଡ । ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା । ଅଧିକ ପଚରାଉଚରା ପାଇଁ…

ମାଟିରେ ମିଶିଲା ଯୋରନ୍ଦା ସ୍ଥିତ ମହିମା ଗାଦି

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ସ୍ଥିତ ମହିମା ଗାଦିରେ ଚାଲିଲା ଜେସିବି । ମହିମାପୀଠ ପରିସରରେ ଥିବା ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ଆଜି ଜେସିବି ସାହାଯ୍ୟରେ ମାଟିରେ ମିଶାଯାଇଛି । ମହିମା ପୀଠରେ ଥିବା…

୭୧ ହଜାର ଲୋକଙ୍କୁ ମିଳିବ ଚାକିରି, ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ଏଜେନ୍ସୀ : ନୂଆଦିଲ୍ଲୀ : ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ…

ଟ୍ୱିଟର୍‌ ବ୍ଲୁ ଟିକ୍‌ ସ୍କିମ୍‌ ବନ୍ଦ କଲେ ଏଲନ୍‌ ମସ୍କ

ଏଜେନ୍ସୀ : ନୂଆଦିଲ୍ଲୀ : ଟ୍ୱିଟର ବ୍ଲୁ ଟିକ୍‌କୁ ନେଇ ପୁଣି ଏକ ନୂଆ ଯୋଜନା । ଏହି ସ୍କିମ୍‌ ଉପରେ ଏବେ ରୋକ ଲାଗିଛି । ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଟ୍ୱିଟର…

ଯାତ୍ରୀଙ୍କୁ ଆଶ୍ୱସ୍ତି, ଆଉ ଦେବାକୁ ପଡିବନି ‘ଏୟାର ସୁବିଧା’ ଫର୍ମ

ଏଜେନ୍ସୀ : ନୂଆଦିଲ୍ଲୀ : ବିମାନରେ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି । ଏୟାରପୋର୍ଟରେ ସେମାନଙ୍କୁ ଆଉ ଦେବାକୁ ପଡିବନି ଏୟାର ସୁବିଧା ଫର୍ମ । ବେସରକାରୀ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜିଠାରୁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି…

ତାଜମହଲ ଭିତରେ ପୁଣି ନମାଜ ପାଠ, ତଦନ୍ତ ଆରମ୍ଭ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣିଥରେ ତାଜମହଲ ଭିତରେ ନମାଜ ପାଠ କରାଯାଇଥିବା ଅଭିଯୋଗ । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗ ଏହି ଘଟଣାର ତଦନ୍ତ କରୁଛି । ପ୍ରତ୍ନତତ୍ତ୍ୱବିତ୍‌…

ଇଣ୍ଡୋନେସିଆରେ ଭୂକମ୍ପ, ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି

ଏଜେନ୍ସୀ : ଜାକର୍ତ୍ତା : ପୁଣି ଥରେ ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ । ରାଜଧାନୀ ଜାକର୍ତ୍ତାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏଥିଯୋଗୁ ଅନେକ ଘର ଓ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଘରଗୁଡିକ ଭାଙ୍ଗି ମାଟିରେ…

୩ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ କଲେ ୨୦ରୁ ଅଧିକ ଯୁବକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାନ ଦୋକାନରେ ପଶିଲେ ୨୦ରୁ ଅଧିକ ଯୁବକ । ହାତରେ ଖଣ୍ଡା ଧରି ପାନ ଦୋକାନୀଙ୍କୁ ଅତର୍କିତ ଆକ୍ରମଣ କଲେ । ଏହାକୁ ପ୍ରତିବାଦ କରିବାରୁ ତାଙ୍କ ୨ ସାନ ଭାଇଙ୍କୁ ବି ଆକ୍ରମଣ…