Day: 21 November 2022

କୋରେଇ ଟ୍ରେନ୍‌ ଦୁର୍ଘଟଣା: ୮ ଟ୍ରେନ୍‌ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ନିର୍ଭୟ ମିଡ଼ିଆ : ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ଲାଇନଚ୍ୟୁତ ହେବା ପରେ ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହି ରୁଟ୍‌ଦେଇ ଯିବାକୁ ଥିବା ୮ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ୧୨ଟି…