Day: 18 November 2022

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭିଜିଲାନ୍ସ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ଭିଜିଲାନ୍ସ ଜାଲରେ ପଡ଼ିଗଲେ ସେକ୍ସନ ଅଫିସର। ଜମି ମ୍ୟୁଟେସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଲପଡା ତହସିଲର ସେକ୍ସନ ଅଫିସର ଯୁଗଳ ରାଉତଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା…

ବ୍ରହ୍ମପୁର ରାଗିଂ ମାମଲାର ମୁଖ୍ୟ ଅଭିଯୁକ୍ତ ବିଜଦର ଛାତ୍ରନେତା!

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ରାଗିଂର ସବୁ ସୀମାକୁ ଟପିଗଲା ବ୍ରହ୍ମପୁର ବିନାୟକ ଆଚାର୍ୟ୍ୟ କଲେଜରେ ଘଟିଥିବା ଘଟଣା। ପୂର୍ବରୁ ରାଗିଂରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ନିର୍ୟାତନା ଦେଇ ସିନିୟରମାନେ ତାହାର ମଜା ଉଠାଉଥିଲେ। ହେଲେ ଏଠାରେ ଜଣେ ଛାତ୍ରୀଙ୍କ…

ବ୍ୟାସନଗର ବିବାଦ: ଅଭିଯୋଗକାରୀଙ୍କ ନାଁରେ ବି ହେଲା ଅଭିଯୋଗ

ନିର୍ଭୟ ମିଡ଼ିଆ : ଯାଜପୁର : ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଆଜି ସେ ଅଭିଯୁକ୍ତ । ୨ ଦିନ ପୂର୍ବେ ଯିଏ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନାଁରେ ଥାନାରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ,…

ବିନା ଅନୁମତିରେ କମ୍ପାନୀ ଖୋଲିଥିଲା ମୁର୍ବି ଝୁଲାପୋଲ

ଏଜେନ୍ସୀ : ଅହମ୍ମଦାବାଦ : ବିନା ଅନୁମତିରେ କମ୍ପାନୀ ଖୋଲିଥିଲା ଝୁଲାପୋଲ । ଗୁଜୁରାଟ ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ନୂଆ ତଥ୍ୟ ଆସିଛି । ଝୁଲାପୋଲ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୌଣସି ଅନୁମତି ନ ନେଇ…

ଚଳନ୍ତା ଟ୍ରେନ୍‌ରୁ ଯବାନଙ୍କୁ ଠେଲିଦେଲେ ଟିଟିଇ, କଟିଗଲା ଗୋଡ଼

ଏଜେନ୍ସୀ : ଲକ୍ଷ୍ନୌ : ଚଳନ୍ତା ଟ୍ରେନ୍‌ରୁ ସେନାର ଜଣେ ଯବାନଙ୍କୁ ଟିଟିଇ ଠେଲି ଦେଲେ । ଫଳରେ ତାଙ୍କ ଗୋଡ଼ କଟିଯାଇଛି । ଦିବ୍ରୁଗଡ଼-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଗତକାଲି ଏହି ଘଟଣା ଘଟିଛି । ଟିକେଟକୁ ନେଇ ଯୁକ୍ତିତର୍କ…

ନକଲି ଟାଟା ଚା’ ଜବତ, ବ୍ୟବସାୟୀ ଗିରଫ

ନିର୍ଭୟ ମିଡ଼ିଆ : ସାଲେପୁର : ନକଲି ଜିନିଷର ହବ୍‌ପାଲଟିଛି କଟକ । ନକଲି ତେଲ, ଘିଅ, ଡିଟରଜେଣ୍ଟ୍‌ ଫ୍ୟାକ୍ଟ୍ରି, ମସଲା, ସସ୍‌ ଓ ଜର୍ଦ୍ଦା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଟାଟା ଚା’ ଜବତ କରିଛି…

ଟ୍ରାଫିକ ପୋଷ୍ଟରେ ପିଟିହେଲା କାର୍‌, ଚାଳକ ଗୁରୁତର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜାଭିୟର ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌ଟି ଦ୍ରୁତ ଗତିରେ ଆସି ଟ୍ରାଫିକ୍‌ ପୋଷ୍ଟରେ ପିଟି ହୋଇଯିବାରୁ ଗାଡ଼ି ଚାଳକ ଆହତ ହୋଇଛନ୍ତି ।…

ଆର୍‌.ସନ୍ଥଗୋପାଳନ ହେଲେ ଶ୍ରମ ଓ ଇଏସ୍‌ଆଇ ସଚିବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଆର୍‌.ସନ୍ଥଗୋପାଳନଙ୍କୁ ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ…

ଟ୍ରକ୍‌ ପଛରୁ ପିଟିଲା କାର, ୫ ମୃତ

ଏଜେନ୍ସୀ : ମୁମ୍ବାଇ : ଗତକାଲି ରାତିରେ ମୁମ୍ବାଇ-ପୁଣେ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏକ ମାରୁତି ସୁଜୁକି ଏର୍ଟିଜା କାର ଟ୍ରକ…

କଂଗ୍ରେସ ଲୋକ ହିଁ କଂଗ୍ରେସ ଭବନରୁ ଚୋରି କରିଛନ୍ତି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କଂଗ୍ରେସ ଦଳର ଲୋକ ହିଁ କଂଗ୍ରେସ ଭବନରେ ପଶି ଚୋରି କରିଛନ୍ତି । ଅନ୍ୟ କେହି କଂଗ୍ରେସ ଭବନରେ ପଶିବାକୁ ସାହସ କରିବେନି । ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳଙ୍କୁ ବଦନାମ…