Day: 16 November 2022

ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଏଜେନ୍ସୀ : ନୂଆଦିଲ୍ଲୀ : ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତ୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ…

ଗୁଜୁରାଟ ନିର୍ବାଚନ: କଂଗ୍ରେସ ପ୍ରଚାର ତାଲିକାରୁ ଥରୁର ଆଉଟ୍‌

ଏଜେନ୍ସୀ : ଅହମ୍ମଦାବାଦ : ଗୁଜୁରାଟ ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ତାଲିକାରୁ ବରିଷ୍ଠ ନେତା ଶଶି ରୁରର ଆଉଟ୍‌ । ଦଳ ତାଙ୍କୁ ଷ୍ଠାର ପ୍ରଚାରକ ତାଲିକାରୁ ବାଦ ଦେଇଛି । ଗୁଜୁରାଟରେ ନିର୍ବାଚନ ପ୍ରଚାର ପାଇଁ ଗୁଜୁରାଟ ଛାତ୍ର…

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଡୋନାଲ୍ଡ ଟ୍ରମ୍ପ

ଏଜେନ୍ସୀ : ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଶାସନ କ୍ଷମତାକୁ ଆସିବା ପାଇଁ ମନବଳାଇଛନ୍ତି । ଏଥିପାଇଁ ୨୦୨୪ରା ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆଜି ଏନେଇ ସରକାରୀ ଭାବେ ଘୋଷଣା…

କୁକୁର କାମୁଡ଼ାରେ ଆହତ ମହିଳାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଏଜେନ୍ସୀ : ଗୁରୁଗ୍ରାମ : କୁକୁର କାମୁଡ଼ାରେ ଆହତ ହୋଇଥିବା ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏ ସମ୍ପର୍କରେ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଗୁରୁଗ୍ରାମରେ କୁକୁର କାମୁଡ଼ାରେ ଶିକାର ହୋଇଥିବା ସମ୍ପୃକ୍ତ…

ଟଙ୍କା ଦିଅ, ଟିକେଟ୍‌ ନିଅ: ବିଧାୟକଙ୍କ ପିଏ ସମେତ ୩ ଗିରଫ

ଏଜେନ୍ସୀ : ନୂଆଦିଲ୍ଲୀ : ପାଖେଇ ଆସିଲାଣି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ । ଏଥିପାଇଁ ସବୁ ଦଳର ନେତାଙ୍କ ମଧ୍ୟରେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି କସରତ । ଟିକେଟ୍‌ ବଣ୍ଟାକୁ ନେଇ ମଧ୍ୟ ଚାଲିଛି ଟଣା ଓଟଣା । ଏହାରି…

ରୁଷ ନୁହଁ ପୋଲାଣ୍ଡ ଉପରେ ୟୁକ୍ରେନ କରିଛି କ୍ଷେପଣାସ୍ତ୍ର ମାଡ଼: ଆମେରିକା

ଏଜେନ୍ସୀ : ନୂଆଦିଲ୍ଲୀ : ପୋଲାଣ୍ଡ ଉପରେ ରୁଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ ହେବା ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ଏକ ନୂଆ ତଥ୍ୟ ଆସିଛି । ପ୍ରଥମେ ପୋଲାଣ୍ଡ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ଼ କରିଥିବା ସନେ୍ଦହ…

ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଦେବ ବ୍ରିଟେନ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇ ଦେବ ବ୍ରିଟେନ୍‌ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ । ବାଲିରେ ଜି-୨୦ ଶିଖର…

ବିଜଦ ସୁପ୍ରିମୋଙ୍କ ପ୍ରତିଶ୍ରୁତି: ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜଦ ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ…

ପଦ୍ମପୁର ଫାଇଟ୍‌: ନାମାଙ୍କନ ଦାଖଲକୁ ନେଇ ଛକାପଞ୍ଝା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାଖେଇ ଆସୁଛି ପଦ୍ମପୁର ଉପ-ନିର୍ବାଚନ । ଏହା ପୂର୍ବରୁ ନାମାଙ୍କନ ଦାଖଲକୁ ନେଇ ଜାରି ରହିଛି ଛକାପଞ୍ଝା । ତିନି ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଏବେ ଯାଏଁ ନାମାଙ୍କନ ଦାଖଲ କରିନାହାନ୍ତି । ଭାଜପା…

ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର

ନିର୍ଭୟ ମିଡ଼ିଆ : ପୁରୀ : ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି,…