Day: 9 November 2022

୩ ମାସ ପରେ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ଏଜେନ୍ସୀ : ମୁମ୍ବାଇ : ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ଶେଷରେ ଜାମିନ ମିଳିଛି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା…

ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ସୂର୍ୟ୍ୟବଂଶୀ ସୂରଜ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ଥିବା ସୂର୍ୟ୍ୟବଂଶୀ ସୂରଜଙ୍କୁ ପଦ୍ମପୁରରେ ବ୍ୟବହାର କରିବ ଭାଜପା । ପଦ୍ମପୁର ଉପନିର୍ବାଚନରେ ସୂର୍ୟ୍ୟବଂଶୀ ଦଳ ପାଇଁ କରିବେ ପ୍ରଚାର। ବୁଧବାର ବିରୋଧୀ ଦଳ ନେତା…

ହେତୁବାଦୀଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ବାନ୍ଧିଲା ପୁଲିସ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ଘଟଣାରେ ୮ ଜଣଙ୍କୁ ବାନ୍ଧିଛି ଖାରବେଳ ନଗର ଥାନା ପୁଲିସ। ଲୋହିଆ ଏକାଡେମୀରେ ବଳପୂର୍ବକ ପଶିବା…

ଖସିବ ପାରଦ, ୧୨ ପରେ ବଢ଼ିବ ଶୀତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ତେବେ ୧୨ ତାରିଖ ପରଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ,…

ଗୁଜରାଟରେ ନିର୍ବାଚନ ଲଢ଼ିବେ ଜାଡେଜାଙ୍କ ପତ୍ନୀ!

ଏଜେନ୍ସୀ : ଅହମଦାବାଦ : କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନେ ପ୍ରାର୍ଥୀ ହେବେ । ୩ ବର୍ଷ ତଳେ ସେ କ୍ଷମତାସୀନ ଭାଜପାରେ ସାମିଲ ହୋଇଥିଲେ । ଏବେ ଭାଜପା ତାଙ୍କୁ ନିର୍ବାଚନ ବେଳେ…

ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

ଏଜେନ୍ସୀ : ୱାଂଶିଟନ : ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର । ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାନ୍ଦର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି । ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ…

ନଦୀକୁ ଖସି ପଡ଼ିଲା କାର୍‌, ୪ ଜଣଙ୍କ ମୃତ୍ୟୁ ଆଶଙ୍କା

ଏଜେନ୍ସୀ : ଶ୍ରୀନଗର : ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପ୍ରେମାନଗର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଗୋଟିଏ ଯାତ୍ରୀବାହୀ କାର୍‌ ଭାରସାମ୍ୟ ହରାଇ ସ୍ଥାନୀୟ ଚେନାବ ନଦୀକୁ ଖସି ପଡ଼ିଛି । ଏହି ଘଟଣାରେ…

କଂଗ୍ରେସକୁ ବହୁତ ବଡ଼ ଝଟକା: ଭାଜପାରେ ମିଶିଲେ ୧୦ଥରର ବିଧାୟକ

ଏଜେନ୍ସୀ : ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ବହୁତ ବଡ଼ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ୧୦ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ସିଂହ…

ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଧାମନଗର ଉପ-ନିର୍ବାଚନରେ ବିଜୟୀ ହୋଇଥିବା ଭାଜପା ନେତା ସୂର୍ଯ୍ୟବଂଶୀ ସୂରଜ ବୁଧବାର ବିଧାୟକ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥପାଠ ସମୟରେ…

୩୨.୫ ହଜାର କୋଟି ଟଙ୍କାର ଟେସଲା ଶେୟାର ବିକିଲେ ଏଲନ ମସ୍କ

ଏଜେନ୍ସୀ : ୱାଂଶିଟନ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ତାଙ୍କ ପୁରୁଣା କାର୍‌କମ୍ପାନୀର ଟେସଲାର ୧୯.୫ ମିଲିୟନ ଶେୟାରକୁ ବିକ୍ରି କରିଦେଛନ୍ତି । ସେ ମୋଟ ୩.୯୫ ବିଲିୟନ ଡଲାର ବା ୩୨.୫ ହଜାର…