Day: 8 November 2022

ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ମୀନାବଜାର ଦୋଳିରେ ବସିବା ପଡ଼ିଲା ମହଙ୍ଗା । ବ୍ରେକଡ୍ୟାନ୍ସ ଝୁଲା ବା ଆକାଶ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ସହରରେ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହୋଇଛି ବୋଇତ ବନ୍ଦାଣ । ଓଡ଼ିଆ ସାଧବ ପୁଅ ଇନ୍ଦକନେସିଆର ବାଲି, ଜାଭା ଓ ସୁମାତ୍ରାକୁ…

କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜି କାର୍ତ୍ତକ ପୂର୍ଣ୍ଣମୀ । ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି । ସଅଳ ନୀତି ଯୋଗୁ ସୁନା ବେଶରେ…

ଆଜିଠୁ ଐତିହାସିକ ବାଲିଯାତ୍ରା

ନିର୍ଭୟ ମିଡିଆ : କଟକ : ରାତି ପାହିଲେ କଟକ ଐତିହାସିକ ବାଲିଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ବାଲିଯାତ୍ରା ଆରମ୍ଭ ହେଉଛି । ଚଳିତ ବର୍ଷ ବାଲିଯାତ୍ରାକୁ ବେଶ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା…

ପରିବାରରୁ ନା ବାହାରୁ, ବଡ଼ ଦ୍ୱନ୍ଦ୍ୱରେ ବିଜଦ

ନିର୍ଭୟ ମିଡ଼ିଆ : ବରଗଡ଼ : ଧାମନଗର ଉପନିର୍ବାଚନ ଫଳ ବିଜୁ ଜନତା ଦଳକୁ ମାନସିକ ସ୍ତରରେ ଦୋହଲାଇ ଦେଇଛି । ଉପରକୁ ଯେତେ ଦମ୍ଭ ଦେଖାଇବାକୁ ଚେଷ୍ଟା କରୁଥିଲେ ହେଁ, ଆଗକୁ ପଦ୍ମପୁର ଉପନିର୍ବାଚନ ପାଇଁ ବିଜଦ ନେତାଙ୍କ ରକ୍ତଚାପ…