Day: 8 November 2022

ସେମିଫାଇନାଲ ପୂର୍ବରୁ ଭାରତକୁ ଝଟ୍‌କା, ରୋହିତ ଶର୍ମା ଆହତ

ଏଜେନ୍ସୀ : ଆଡିଲେଡ : ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତକୁ ବଡ ଝଟ୍‌କା । ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ପ୍ରାକ୍ଟିସ ମ୍ୟାଚ୍‌ ବେଳେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିଛି…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ୨୬ ନେତା ଭାଜପାରେ ସାମିଲ

ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ହିଁ କଂଗ୍ରେସକୁ ଝଟ୍‌କା । ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧରମପାଲ ଠାକୁର ଖାନ୍ଦଙ୍କ ସମେତ ୨୬ ଜଣ କଂଗ୍ରେସ ନେତା ହାତ ଛାଡି ଭାଜପାରେ ସାମିଲ…

ନୂଆ ରୂପରେ ରାହୁଲ ଗାନ୍ଧି

ଏଜେନ୍ସୀ : ନୂଆଦିଲ୍ଲୀ : ନୂଆ ରୂପରେ ସାଂସଦ ରାହୁଲ ଗାନ୍ଧି । କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ପ୍ରତିଦିନ ରାହୁଲ ଗାନ୍ଧିଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ଗୁରୁ ନାନକ ଜୟନ୍ତୀ ଅବସରରେ ପୁଣି ଥରେ ରାହୁଲଙ୍କ…

ନଳକୂଅ ଛୁଇଁବାରୁ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା

ଏଜେନ୍ସୀ : ଜୟପୁର : ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ । ନଳକୂଆକୁ ଛୁଇଁବାରୁ ତାଙ୍କୁ ମିଳିଲା ଏଭଳି ଦନ୍ଦ । ରାଜସ୍ଥାନର ଜୋଧପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ…

ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ପୋଲ ତଳକୁ ଖସିଲା , ୩ ମୃତ

ଏଜେନ୍ସୀ : ଭୋପାଳ : ପୋଲ ତଳକୁ ଖସିଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୩ ଜଣ । ୨୫ରୁ ଅଧିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଦତିଆ…

ପଦ୍ମପୁର ଉପନିର୍ବାଚନ ପାଇଁ ଦାୟିତ୍ୱ ବାଣ୍ଟିଲା ବିଜଦ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜଦ । ନିର୍ବାଚନ ମଣ୍ଡଳୀରେ ପ୍ରଚାର ଓ ପରିଚାଳନା ଦାୟିତ୍ୱ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି । ସେହିପରି ପ୍ରାଥମିକ…

ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିର୍ଭୟ ମିଡ଼ିଆ : ଜୟପୁର : ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା । ପ୍ରେମୀ ଯୁଗଳଙ୍କ…

ବାର୍‌ହା ଫାଶ ନେଇଗଲା ଯୁବକଙ୍କ ଜୀବନ

ନିର୍ଭୟ ମିଡ଼ିଆ : ଦେବଗଡ଼ : ବାର୍‌ହା ଶିକାର ପାଇଁ ପଡ଼ିଥିଲା ଫାଶ । ତେବେ ସେଥିରେ ବାର୍‌ହା ବଦଳରେ ପଡ଼ିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଆଉ ଅକାଳରେ ଚାଲିଗଲା ତାଙ୍କ ଜୀବନ । ଏହି ଦୁଃଖଦ ଘଟଣାଟି…

ଯୁବକଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ୍‌

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି : ଜଣେ ଯୁବକଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ୍‌ । ଏଭଳି ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ମାଧବ…

ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ୍‌ ଡ୍ରାଇଭର ମୃତ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତର ଆମ୍ବଳିଅଠା ଗାଁରେ । ମୃତ ଡ୍ରାଇଭର ଘର ଯାଜପୁର…