Day: 7 November 2022

ଆଜି କାର୍ତ୍ତିକ ଶେଷ ସୋମବାର, ରାଜରାଜେଶ୍ୱର ବେଶରେ ବାବା ଧବଳେଶ୍ୱର

ନିର୍ଭୟ ମିଡ଼ିଆ : ଆଠଗଡ଼ : କାର୍ତ୍ତିକ ମାସର ଶେଷ ସୋମବାର ବା ପଞ୍ଚୁକର ଆଜି ଚତୁର୍ଥ ଦିନ । ଯାହାକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ବୋଲି କୁହାଯାଏ । ପଞ୍ଚକର ୪ର୍ଥ ଦିନରେ ବାବା ଧବଳେଶ୍ୱର ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି…

ପୁଲିସର ଦାଦାଗିରି, ହବିଷିଆଳୀଙ୍କ ମୁଣ୍ଡ ଫଟାଇ ଦେଲା

ନିର୍ଭୟ ମିଡ଼ିଆ : ପୁରୀ ଶ୍ରୀମନ୍ଦିରରେ ଗୁଣ୍ଡାଗିରି କରିବାକୁ ପଛାଇ ନାହିଁ ପୁଲିସ । ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ହବିଷିଆଳୀଙ୍କୁ ତଳେ ପକେଇ ମୁଣ୍ଡ ଫଟାଇ ଦେଇଛି । ମହିଳା ଜଣଙ୍କ ହେଲେ ମାଧୁରୀ ଦାଶ । ତାଙ୍କ ଘର…

ଗରିବଙ୍କ ପାଇଁ ରହିବ କୋଟା ! ଇଡବ୍ଲ୍ୟୁଏସ ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର

ଏଜେନସି : ନୂଆଦିଲ୍ଲୀ ଜାରି ରହିବ ଗରିବ କୋଟା ତଥା ଇଡବ୍ଲ୍ୟୁଏସ ଆରକ୍ଷଣ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ( ଇଡବ୍ଲ୍ୟୁଏସ ସଂରକ୍ଷଣ) ପ୍ରଦାନକୁ ଚ୍ୟାଲେଞ୍ଜ କରାଯାଇଥିବା ଏକ ଆବେଦନ ଉପରେ…