Day: 7 November 2022

ଅଜଗରକୁ ପିଟି ମାରିଦେଲେ ୨ ଯୁବକ

ନିର୍ଭୟ ମିଡ଼ିଆ : ଟିଟିଲାଗଡ଼ : ନିଜ ପ୍ରାକୃତିକ ଅବସ୍ଥାନ ଜଙ୍ଗଲରେ ବୁଲୁଥିଲା ଅଜଗର । ହେଲେ ହଠାତ୍‌ହାବୁଡ଼ିଗଲେ ୨ ଯୁବକ । ସେମାନେ ସତର୍କତାର ସହ ସେଠାରୁ ପଳାଇବା ପରିବର୍ତ୍ତେ ହିଂସାତ୍ମକ ଆଚରଣ କଲେ । ଆଉ ଅଜଗରଟିକୁ ପିଟି…

ଭାଲୁ ଆକ୍ରମଣରେ ୩ ଆହତ

ଏଜେନ୍ସୀ : ଚେନ୍ନାଇ : ଫେରିବାଲାଙ୍କ ଉପରେ ମାଡ଼ିଗଲା ଭାଲୁ । ଏହି ହିଂସ୍ର ଜନ୍ତୁ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଭାଲୁ ଆକ୍ରମଣ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ଶନିବାର ତାମିଲନାଡୁର ତେନକାଶୀ ଜିଲ୍ଲା…

ପାଣି ଟାଙ୍କି ଉପରେ ଚଢ଼ିଗଲେ ଭାଜପା ବିଧାୟିକା

ଏଜେନ୍ସୀ : ଜୟପୁର : ପାଣି ଟାଙ୍କି ଉପରେ ଚଢ଼ିଗଲେ ଭାଜପାର ମହିଳା ବିଧାୟକ । କେବଳ ସେ ଏକା ନୁହନ୍ତି ନିଜ ସମର୍ଥକଙ୍କୁ ନେଇ ସେ ପାଣି ଟାଙ୍କି ଉପରେ ବସିଲେ । ୧୦ ଘଣ୍ଟା ଧରି କଲେ ବିରୋଧ…

ଏଲନ୍‌ ମସ୍କଙ୍କ ଚେତାବନୀ, ବନ୍ଦ ହେବ ଟ୍ୱିଟର୍‌ ପାରୋଡି ଆକାଉଣ୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ଏଲନ ମସ୍କ ଟ୍ୱିଟର୍‌ର ନୂଆ ବସ୍‌ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି । କର୍ମଚାରୀଙ୍କୁ ଛଟେଇ ପରେ ଏବେ ଟ୍ୱିଟର୍‌ ଆକାଉଣ୍ଟ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି…

ଜିନ୍ଦଲ କମ୍ପାନୀର ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା!

ନିର୍ଭୟ ମିଡ଼ିଆ : ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ମୋତିରାମ ପାଲ । ସେ ଜିନ୍ଦଲ କମ୍ପାନୀରେ ଲଜିଷ୍ଟିକାଲ…

ସିରିଜ୍‌ ଦୁର୍ଘଟଣା, ୩ ମୃତ, ୫ ଗୁରୁତର

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ରିଣୀ ଛକ ନିକଟରେ ଆଜି ସକାଳୁ ଭୟଙ୍କର ସିରିଜି ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିବା ବେଳେ ପରେ ସ୍କର୍ପିଓଟି…

ଟି-୨୦ ବିଶ୍ୱକପ୍‌ : ସେମିରେ ଭାରତ-ଇଂଲଣ୍ଡ ଲଢେଇ ଗୁରୁବାର , ଅନ୍ୟ ସେମିରେ ପାକିସ୍ତାନ-ନ୍ୟୁଜଲାଣ୍ଡ ମୁକାବିଲା

ଏଜେନ୍ସୀ : ମେଲବୋର୍ଣ୍ଣ : ରବିବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ ସରିବା ପରେ ୨୦୨୨ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି । ଗ୍ରୁପ୍‌-୨ରେ ଟିମ୍‌ ଇଂଲଣ୍ଡ ୮ପଏଣ୍ଟ ସହ ଟପ୍‌ରେ ରହି ଯାଇଛି ସେମିକୁ । ଫଳରେ…

ଆମ ଜିଲ୍ଲା ଆମ ବିକାଶ, ଅଭିଶପ୍ତ ଗଡ଼ରାମୁହିଁ ଓ ଛଟିଗୁଡ଼ା

ନିର୍ଭୟ ମିଡିଆ : କାଶୀପୁର : ୨୩ ବର୍ଷ ହେଲା ଶାସନ କ୍ଷମତାରେ ବିଜୁ ଜନତା ଦଳ । ୨୦୦୦ରୁ ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନ ପଟନାୟକ । ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ତାଙ୍କରି ଜୀବନବ୍ୟାପୀ ସାଧନା…

ହାରିଗଲା ଦଳ ୯୦ଭାଗ ନେତା ଖୁସ୍‌

ନିର୍ଭୟ ମିଡିଆ : ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି ଶିବିର ଭାରି ଉତ୍‌ଫୁଲ୍ଲିତ । ବାଜା ବଜେଇ ନାଚ ଗୀତ କରି ମିଠେଇ ଖାଇ ଓ ଖୁଆଇ ଭାଜପା ନେତା ଓ କର୍ମୀମାନେ ବିଜୟ…

୯ ବର୍ଷର ଡେଟିଂ ପରେ ମିଥୁନଙ୍କ ହାତ ଧରିଲେ ପଲକ୍‌

ଏଜେନ୍ସୀ : ମୁମ୍ବାଇ : ମିଥୁନଙ୍କ ହାତ ଧରିଲଲେ ବଲିଉଡର ଆଗଧାଡିର ସିଙ୍ଗର ପଲକ ମୁଚଲ । ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ଅନେକ ହିଟ୍‌ ଗୀତରେ ନିଜ ସ୍ୱର ଦେଇଥିବା…