Day: 4 November 2022

ଷ୍ଟେସନରେ ଅଫିମ ଫୁଲ ବିକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଏଜେନ୍ସୀ : ଲଣ୍ଡନ : ନୂଆ ରୂପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ଭିତରେ ପ୍ରଧାନମନ୍ତ୍ରୀ ବିକିଛନ୍ତି ଅଫିମ ଫୁଲ। ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଘଟଣା ସତ। ଗୁରୁବାର ସକାଳ ପ୍ରାୟ ୮ଟା। ଲଣ୍ଡନ ଟ୍ୟୁବ…

ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼: ବିକ୍ଷୋଭ ପରେ ଲକ୍‌ଡାଉନ୍‌ ଲାଗୁ

ଏଜେନ୍ସୀ : ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିଛନ୍ତି । ରାସ୍ତାରେ ଟାୟର ଜାଳି ଲୋକେ…

ବସ୍‌ ଓ ଟ୍ରାଭେରା ଧକ୍କା, ୧୧ ମୃତ

ଏଜେନ୍ସୀ : ଭୋପାଳ : ବସ୍‌ ଆଉ ଟ୍ରାଭେରା ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା । ଚାଲିଗଲା ୧୧ ଜଣଙ୍କ ଜୀବନ । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ । ପୁଲିସ ସୂଚନା…

ଆଜିଠୁ ଟ୍ୱିଟର୍‌ କର୍ମଚାରୀଙ୍କ ଛଟେଇ, ଅଫିସରେ ତାଲା ପକାଇଲେ ଏଲନ୍‌ ମସ୍କ!

ଏଜେନ୍ସୀ : ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ କିଣି ସାରିଛନ୍ତି । ଟ୍ୱିଟର୍‌ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍‌ କରିବା ପାଇଁ ପ୍ରୟାସ କରିଛନ୍ତି । ଆଜିଠାରୁ…

ନିର୍ବାଚନ ଜିତିଲେ ନେତ୍ୟାନେହୁ, ଇସ୍ରାଏଲ୍‌ ଉପରେ ହେଲା ରକେଟ୍‌ ମାଡ଼

ଏଜେନ୍ସୀ : ଇସ୍ରାଏଲ : ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’ ବିଜୟୀ ହୋଇଛି । ଏହାସହ ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ଇସ୍ରାଏଲର ଶାସନ ଭାର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଘୋଷଣା ହେବାର କିଛି ଘଣ୍ଟା…

ରାଜଧାନୀରେ ଆସନ୍ତାକାଲିଠୁ ସ୍କୁଲ ବନ୍ଦ

ଏଜେନ୍ସୀ : ନୂଆଦିଲ୍ଲୀ : ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି । ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ । ବଢୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ…

ବାପା-ମା’ ଆଗରେ ୨ ପୁଅଙ୍କୁ ଦଳି ଦେଲା ହାତୀ

ନିର୍ଭୟ ମିଡ଼ିଆ : ଝାରସୁଗୁଡା : ହାତୀ ଉଜାଡ଼ିଦେଲା ସଂସାର । ଖାଲି କରିଦେଲା ବାପାମା’ଙ୍କ କୋଳ । ଶୋଇଥିବା ଅବସ୍ଥାରେ ଟେକି ନେଇ ୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ । ବାପାମା’ ଏବେ ଆଖିରୁ ଲୁହ ଗଡ଼ାଉଥିବା ବେଳେ…

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ନିର୍ଭୟ ମିଡ଼ିଆ : ଅନୁଗୋଳ : ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ । ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେଇ…

ଆଜିଠୁ ପଞ୍ଚୁକ, ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ । ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ…

ପଞ୍ଚୁକରେ ଖାଁ ଖାଁ ଧବଳେଶ୍ୱର ପୀଠ; ଏଲଇଡିରେ ଚାଲିଛି ବାବାଙ୍କ ଦର୍ଶନ

ନିର୍ଭୟ ମିଡ଼ିଆ : ଆଠଗଡ଼ : ଆଜି ହେଉଛି ପ୍ରଥମ ପଞ୍ଚୁକ । ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ । ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ…