Day: 3 November 2022

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ, ଡିସେମ୍ବର ୧ ଓ ୫ରେ ଭୋଟିଂ

ଏଜେନ୍ସୀ : ନୂଆଦିଲ୍ଲୀ : ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ । ଆସନ୍ତା ଡସମ୍ବେର ୧ ପ୍ରଥମ…

ଆରମ୍ଭରୁ ଇଭିଏମ୍‌ ଅଚଳ, ମତଦାନ ବାଧାପ୍ରାପ୍ତ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ନିର୍ବାଚନ ପାଇଁ ଚାଲିଛି ଭୋଟି । ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ ଆରମ୍ଭରୁ ବିଭିନ୍ନ ବୁଥ୍‌ରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି । ଧାମନଗର ମଙ୍ଗଳପୁର…

ଆଜି ନେତା ବାଛିବେ ଧାମନଗରବାସୀ, ମତଦାନ ଆରମ୍ଭ

ନିର୍ଭୟ ମିଡ଼ିଆ : ଭଦ୍ରକ : ଆଜି ଧାମନଗରବାସୀ ବାଛିବେ ନିଜ ନେତା । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ…