Day: 3 November 2022

ଲାଲକିଲା ଆକ୍ରମଣ: ଦୋଷୀ ଅସଫାକର ଫାଶୀ ଦଣ୍ଡାଦେଶ କାଏମ

ଏଜେନ୍ସୀ : ନୂଆଦିଲ୍ଲୀ : ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହୋମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଅସଫାକର ପୂନବିଚାର ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ୨୨…

ଦିଲ୍ଲୀରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଦୂଷଣରେ ଭରପୂର ଦେଶର ରାଜଧାନୀ ଦିଲ୍ଲୀ । ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ । ବିଷ ପାଲଟି ଗଲାଣି ଏଠାକାର ବାୟୁ । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ…

କବାଟ ଭିତରୁ ବାହାରିଲା ମାଳ ମାଳ ମଦ ବୋତଲ

ଏଜେନ୍ସୀ : ନୂଆଦିଲ୍ଲୀ : କିଏ ପରିବାର ଗାଡି ଭିତରେ ଲୁଚାଇ ମଦ ଚାଲାଣ କରୁଛି ତ ଆଉ କିଏ ବିଭିନ୍ନ ସାମଗ୍ରୀ ଆଳରେ ଚୋର ଚାଲାଣ କରୁଛନ୍ତି ମଦ । କେତେବେଳେ ଟ୍ରକରେ , କେତେବେଳେ ବାଇକ୍‌ ଡିକିରେ ତ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

ଏଜେନ୍ସୀ : ଲକ୍ଷ୍ନୌ : ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲେ ହୋଟେଲର ଦୁଇ କର୍ମଚାରୀ । ଉତ୍ତରପ୍ରଦେଶର ଧାର୍ମିକ ସହର ମଥୁରାରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ । ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ…

ଭୋଟ୍‌ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଭୋଟ୍‌ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ରେ ମତଦାନ ହେବ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଛି ପୋଷ୍ଠାଲ ବାଲାଟ୍‌ ଭୋଟି ।…

୬ ରାଜ୍ୟର ୭ଟି ବିଧାନସଭା ସିଟ୍‌ରେ ଆଜି ଉପନିର୍ବାଚନ, ଭୋଟିଂ ଜାରି

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ୬ ଟି ରାଜ୍ୟର ୭ ଟି ବିଧାନସଭା ଆସନ ପାଇଁ ଚାଲିଛି ଉପ ନିର୍ବାଚନ । ଏହି ୬ଟି ରାଜ୍ୟରେ ଭାଜପା ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି…

୫୨ ଦାଦନ ଶ୍ରମିକ ଉଦ୍ଧାର

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି…

କାମ ଦେଲାନି ଅକ୍ସିଜେନ ସିଲିଣ୍ଡର, ଆଖି ବୁଜିଲେ ରୋଗୀ

ନିର୍ଭୟ ମିଡ଼ିଆ : ମାଲକାନଗିରି : ବିଦ୍ୟୁତ କାଟ ହେବାରୁ ମେଡିକାଲରେ ବିଦ୍ୟୁତ ସଂଯୋଗ ବିଚ୍ଚ୍ଥିନ୍ନ ହୋଇଗଲା । ଆଉ ବନ୍ଦ ହୋଇଗଲା ଅମ୍ଳଜାନ ସିଲିଣ୍ଡର । ଫଳରେ ଛଟପଟ ହୋଇ ଆଖି ବୁଜିଲେ ଡେଙ୍ଗୁ ରୋଗୀ । ଏପରି ସାଂଘାତିକ…

ନିର୍ବାଚନ ଡ୍ୟୁଟି ପୂର୍ବରୁ ଆଖିବୁଜିଲେ ପୁଲିଂ କର୍ମଚାରୀ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ନଟବର ମୁଣ୍ଡା । ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ । ନଟବରଙ୍କୁ ଧାମନଗରର ୧୩୯…

ବରଗଡ଼ ଧନୁଯାତ୍ରା; କଂସ ଭୂମିକା ପାଇଁ ରେସ୍‌ରେ ୬୦ କଳାକାର

ନିର୍ଭୟ ମିଡ଼ିଆ : ବରଗଡ଼ : ପାଖେଇ ଆସିଲାଣି ବରଗଡ଼ ଧନୁଯାତ୍ରା । ଖୋଲା ମଞ୍ଚରେ ପରିବେଷିତ ହେଉଥିବା ଏହି ଯାତ୍ରାରେ ସୁଯୋଗ ପାଇବା ନିମନ୍ତେ କଳାକାରଙ୍କ ମ୍ମରେ ପରିଲକ୍ଷିତ ହୁଏ ଅହେତୁକ ଆକର୍ଷଣ । ମୁଖ୍ୟତଃ କଂସର ଠାଣି, ହସ…