Day: 2 November 2022

ପ୍ଲାଟଫର୍ମରେ ଧିମେଇଲା ଟ୍ରେନ୍‌ର ଗତି, ଟ୍ରାକ୍‌ରେ ଶୋଇ ପଡ଼ିଲେ ଯୁବକ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ପ୍ଲାଟଫର୍ମ ଭିତରେ ଧିମେଇ ଯାଇଥିଲା ମାଲବାହୀ ଟ୍ରେନ୍‌ର ଗତି । ଆଉ କିଛି ସମୟ ପରେ ଅଟକିଥାନ୍ତା ଟ୍ରେନ୍‌ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ । ଟ୍ରେନ୍‌ଟି ରହିବା ପୂର୍ବରୁ ତା’…

ମହିଳାଙ୍କ ଉପରେ ମାଡ଼ିଗଲା ଡମ୍ଫର, ପୁଅ ଓ ପୁତୁରା ଗୁରୁତର

ନିର୍ଭୟ ମିଡ଼ିଆ : ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକକୁୁ ଡମ୍ଫର ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ…

ଡିଭାଇଡ଼ରରେ ପିଟି ହୋଇ ଓଲଟିଲା ବସ୍‌, ୬ ଗୁରୁତର

ନିର୍ଭୟ ମିଡ଼ିଆ : ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିହୋଇ ରାସ୍ତା ତଳକୁ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ୍‌

ଏଜେନ୍ସୀ : ରାଞ୍ଚି : ବେଆଇନ ଖଣି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌କରିଛି । ଆସନ୍ତାକାଲି ତାଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି । ଆଗରୁ ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ…

ବ୍ଲୁ-ଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା ହେଲା, ମାସକୁ ଦେବାକୁ ପଡ଼ିବ ୬୬୧.୭୨ ଟଙ୍କା

ଏଜେନ୍ସୀ : ନୂଆଦିଲ୍ଲୀ : ଟ୍ୱିଟରର ବ୍ଲୁଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା ହେଲା । ଏଣିକି ବ୍ଲୁ-ଟିକ୍‌ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ । ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି ।…

ଏଥର ଏଲ୍‌ଇଡିରେ ହେବ ବାବା ଧବଳେଶ୍ୱେରଙ୍କ ଦର୍ଶନ

ନିର୍ଭୟ ମିଡ଼ିଆ : ଆଠଗଡ଼ : ଗତ ୨ ବର୍ଷ ପରି ଏଥର ବି ପଞ୍ଚୁକରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ଝୁଲାପୋଲ ଅସୁରକ୍ଷିତ ଥିବା ଦର୍ଶାଇ ପୀଠ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ପ୍ରଶାସନର ଏହି…

ଦନ୍ତା ହାତୀ ହେଲା ଟ୍ରାଙ୍କୁଲାଇଜ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ରାତିରେ ରାଜଧାନୀମୁହାଁ ହୋଇଥିଲା । ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଏପରିକି ହାତୀ ଭୟରେ…

ବାଇକକୁ ପିଟିଦେଲା ବୋଲେରୋ, ୨ ୱେବ ସାମ୍ବାଦିକ ମୃତ

ନିର୍ଭୟ ମିଡ଼ିଆ : ଫୁଲବାଣୀ : ଖବର ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟାରେ ଘରମୁହାଁ ହୋଇଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଘରେ ପହଞ୍ଚିବା ପୂର୍ବରୁ ପିଟିଦେଲା ଏକ ବୋଲେରୋ । ଫଳରେ ବାଇକ୍‌ରେ ଯାଉଥିବା…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି; ଏଣିକି ସବୁ ବୁଧବାର ସମ୍ବଲପୁର ବନ୍ଦ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଥରେ ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ସଂଘର ଦୀର୍ଘ ଦିନର ଦାବି ପ୍ରତି ରାଜ ସରକାର କର୍ଣ୍ଣପାତ କରୁ ନ ଥିବାରୁ…

ଆଜି ଅଁଳା ନବମୀ, ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ପବିତ୍ର ଅଁଳା ନବମୀ । ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି । କରୋନା…