Day: 2 November 2022

ଧାମନଗର ଖେଳ ସରିଲା, ପୁଣି ଭେଟାଭେଟି ପଦ୍ମପୁରରେ

ବଡ଼ବଡ଼ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପନ ଦିବସରେ ସାଧାରଣତଃ ଏହା ଘୋଷଣା କରାଯାଇଥାଏ ଯେ, ‘ଆମେ ପୁଣି ଭେଟିବା ଅମୁକ ସହରରେ’ । ଗୋଟିଏ କ୍ରୀଡ଼ା ଉତ୍ସବ ସରିବା ପରେ ଅନ୍ୟ କେଉଁଠି ପ୍ରତିଯୋଗିତା ହେବ ତାହା ଘୋଷଣା…

ଧର୍ମେନ୍ଦ୍ରଙ୍କ କଥା ସତ ହେଲା, ନାଗଫାଶ ଛାନିଆରେ ନେତା ଓ ମନ୍ତ୍ରୀଙ୍କ ବଢ଼ିଲା ରକ୍ତଚାପ : ଇଡି ରୁଜୁ କଲା ମାମଲା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଦଧ୍ୱନୀ ଶୁଭୁଥିଲା । କିନ୍ତୁ ପ୍ରକୃତରେ ଆସିଗଲା ଇଡି । ହନିଟ୍ରାପ କୁଇନ ବା ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ କେଳେଙ୍କାରୀ ତଦନ୍ତରେ ଇଡିର ପ୍ରବେଶ କମ୍ପନ ସୃଷ୍ଟି କରିବା ଥୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରୁଜୁ…

ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା

ଏଜେନ୍ସୀ : ନୂଆଦିଲ୍ଲୀ : ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ…

ଜଣଙ୍କ ପାଇଁ ହଜାରେ ଲୋକ ବନ୍ଧକ

ଏଜେନ୍ସୀ : ବେଜିଂ : ଜଣଙ୍କ ପାଇଁ ବନ୍ଦୀ ହେଲେ ହଜାର ହଜାର ଲୋକ । ଚୀନ୍‌ର ସାଙ୍ଘାଇରେ ଥିବା ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ହଜାର ହାଜର ଲୋକ ସେଠାରେ ହିଁ ଫସି ରହିଛନ୍ତି । ଡିଜନୀ ପାର୍କ ବୁଲିବାକୁ…

ଆଜି ଟିମ୍‌ ଇଣ୍ଡିଆ -ବାଂଲାଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା

ଏଜେନ୍ସୀ : ଆଡିଲେଡ : ଆଜି ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପର ଏକ ହାଇ ଭୋଲଟେଜ ମୁକାବିଲା । ଲଢେଇ ଟିମ୍‌ ଇଣ୍ଡିଆ- ବାଂଲାଦେଶ ମଧ୍ୟରେ ହେବ । ଏହି ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ…

କଶ୍ମୀର ଘାଟିକୁ ଦୋହଲାଇବାକୁ ଷଡଯନ୍ତ୍ର, ଲସ୍କର ଟାର୍ଗେଟ୍‌ରେ ନେତା

ଏଜେନ୍ସୀ : ଶ୍ରୀନଗର : ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଜମ୍ମୁକଶ୍ମୀର ଉପତ୍ୟକା । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି ।ସୂଚନା…

କଂଗ୍ରେସ ପାର୍ଟି ଏକା ଚାଲିବ : ଖଡ୍‌ଗେ

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି ଏକା ଚାଲିବ । ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ । କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣ ଭାଜପା ସରକାର ଗଠନ କରିବ । କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ…

କାଲି ମତଦାନ, ଧାମନଗରବାସୀ ବାଛିବେ ନେତା

ନିର୍ଭୟ ମିଡ଼ିଆ : ଭଦ୍ରକ : ଆସନ୍ତାକାଲି ଧାମନଗର ଉପନିର୍ବାଚନ ଭୋଟ୍‌ ଗ୍ରହଣ ହେବ । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଇଭିଏମ୍‌, ଭିଭିପାଟ୍‌ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ଗତକାଲି…

କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୩ ମୃତ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି ।…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ । ମୃତ ଛାତ୍ର ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ ।…