Day: 1 November 2022

ଆଇଫୋନ୍‌ ଷ୍ଟ୍ରିଟ୍‌ରେ ଆତଙ୍କ

ଏଜେନ୍ସୀ : ବେଜିଂ : ଚାଇନାର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍‌ ଷ୍ଟ୍ରିଟ୍‌ ତଥା ଫ୍ୟାକ୍ଟ୍ରିରେ ଆତଙ୍କ । ଏଠାରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଚୀନ୍‌ ପ୍ରଶାସନ ପକ୍ଷରୁ…

ବିମାନ ବନ୍ଦରରେ ଗ୍ୟାସ୍‌ ଲିକ୍‌, ୪ ଗୁରୁତର

ଏଜେନ୍ସୀ : ଲସ୍‌ ଏଞ୍ଜଲେସ୍‌ : ବିମାନ ବନ୍ଦରରେ ଗ୍ୟାସ୍‌ ଲିକ୍‌ । ବିମାନ ବନ୍ଦରର ବ୍ୟାଗେଜ୍‌ ଏରିଆରେ ଗ୍ୟାସ୍‌ ଲିକ୍‌ ଯୋଗୁ ୪ ଜଣ ଅସୁସ୍ଥ ହୋଇପଡିଛନ୍ତି । ଲସ୍‌ ଏଞ୍ଜଲିସ୍‌ର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି…

ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି

ଏଜେନ୍ସୀ : ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ଡିଜିଟାଲ ରୁପି । କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡିଜିଟାଲ ରୁପି ଅର୍ଥାତ୍‌ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ…

କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌ । ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ତଥା ବ୍ୟବସାୟିକ ସିଲିଣ୍ଡରରେ ଏହି…

ଅଲିଭ ରିଡେଲଙ୍କ ପ୍ରଜନନ ଆରମ୍ଭ

ନିର୍ଭୟ ମିଡ଼ିଆ : ପାରାଦୀପ : ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଏହି କଇଁଛଙ୍କ ସୁରକ୍ଷା ପାଇଁ ଆଜିଠାରୁ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି । ଏହି କଟକଣା ନଭେମ୍ବର…

ଖୋଲିଲା କୁଳଡିହା ଅଭୟାରଣ୍ୟ

ନିର୍ଭୟ ମିଡ଼ିଆ : ନୀଳଗିରି : ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁଳଡିହା ଅଭୟାରଣ୍ୟ । ଏଥର କୁଳଡିହାକୁ ଆସିଥିବା ନୀଳଗାଈ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ ।…

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ନିର୍ଭୟ ମିଡ଼ିଆ : ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ତେବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା…

ପୁଲିସ୍‌ ଗୁଳିରେ ଟଳିଲେ ୨ ନକ୍ସଲ

ନିର୍ଭୟ ମିଡ଼ିଆ : ମାଲକାନଗିରି : କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ପୁଲିସ୍‌ ଓ ନକ୍ସଲ । ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଫାୟାରିଂ ହୋଇଥିବା ବେଳେ ଏଥିରେ ଟଳି ପଡ଼ିଲେ ୨ ନକ୍ସଲ । ଏପରି ଘଟଣା ମାଲକାନଗିରି…