2 Odisha-Cadre IPS Officers To Go On Central Deputation
କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର ।
 
ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଏସଏଫ ଆଇଜି ଭାବେ ରବି କାନ୍ତ ଏବଂ ବିଏସଏଫ ଡିଆଇଜି ଭାବେ ମିତ୍ରଭାନୁ ମହାପାତ୍ର ଡେପୁଟେସନରେ ଯିବେ ।
 
ଦୁଇଜଣ ଆଇପିଏସ୍‌ ଅଧିକାରୀ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା ।

By Nirvay

Leave a Reply

Your email address will not be published. Required fields are marked *