Tag: Yadav

ଲକ୍ଷ୍ମଣଙ୍କୁ କାଟି ସମ୍ପଦଙ୍କୁ ସାମିଲ୍ କଲା କିଏ?

ମଙ୍ଗଳବାର ଦିନ ଭାଜପା ବିଧାୟକ ଦଳ ବୈଠକର ନିଷ୍ପତ୍ତି ଅନୁସାରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ବୁଧବାର ଦିନ ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀରରୁ…