ରାଜ୍ୟ 4 IAS Officers Reach Apex Grade: ଚାରି ଜଣ ଆଇଏଏସ ଅଧିକାରୀଙ୍କ ପଦନ୍ନୋତି January 31, 2026 Nirvay ଓଡ଼ିଶା ସରକାର ୧୯୯୬ ବ୍ୟାଚର ଚାରି ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ) ପଦବୀକୁ ଉନ୍ନୀତ କରିଛନ୍ତି । ପଦୋନ୍ନତି ପାଇଥିବା ତିନି ଜଣ ଅଧିକାରୀ ହେଉଛନ୍ତି ସାସ୍ୱତ ମିଶ୍ର, ବିଶାଲ କୁମାର…