ରାଜ୍ୟ ଓଡିଶା ଛାଡିବ ୱାରୀ ଏନର୍ଜି ଲିମିଟେଡ୍ June 21, 2025 Nirvay ଦେଶର ଅଗ୍ରଣୀ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍, ଢେଙ୍କାନାଳରେ ପ୍ରସ୍ତାବିତ ସମନ୍ୱିତ ସୌରଶକ୍ତି କାରଖାନା କରିବା ଯୋଜନାରୁ ଓହରିଯାଇଛି । ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ଯୋଗୁଁ ୱାରୀ ଏନର୍ଜି ଏହି ପଦକ୍ଷପ ନେଇଥିବା ସ୍ପଷ୍ଟ କରିଛି ।ଅନ୍ୟ ସ୍ଥାନରେ…