Tag: Shri Mandir

ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲା

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଛି। ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାର ତାଲା। ଫଳରେ ତାଲା ଭାଙ୍ଗିବାକୁ ପଡିଛି। ଚାବିରେ ନଖୋଲିବାରୁ କଟରରେ କଟାଗଲା ତାଲା।

ରତ୍ନଭଣ୍ଡାର ଖୋଲିବା ପରେ ଆସିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ପ୍ରସଙ୍ଗରେ ସେ ଟ୍ୱିଟ କରି ଲେଖିଛନ୍ତି, ତୁମେ ଲୀଳାମୟ। ତୁମ ଇଚ୍ଛାରେ…

ପୁରୀରେ ପହଞ୍ଚିଛି ୬ଟି କାଠ ସିନ୍ଦୁକ

ରତ୍ନ ସାଇତିବା ପାଇଁ ପହଞ୍ଚିଛି ରତ୍ନ ସିନ୍ଦୁକ। ଆଉ କିଛି ସମୟର ଅପେକ୍ଷା, ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି।…

ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ; ବୀର ବିକ୍ରମ ଯାଦବଙ୍କ ଛୁଟି

୧୯୯୬ ବ୍ୟାଚର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଛନ୍ତି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ପରେ ବୀର ବିକ୍ରମ ଯାଦବଙ୍କ ଛୁଟି ହୋଇଯାଇଛି। ଶ୍ରୀ ପାଢ଼ୀଙ୍କ ପ୍ରଶାସନିକ ଦକ୍ଷତା ରହିଛି। ମହାପ୍ରଭୁଙ୍କ ବାହୁଡ଼ା…