Tag: Rohan Bopanna

Rohan Bopanna Retires: ଅବସର ଘୋଷଣା କଲେ ଟେନିସ ତାରକା ରୋହନ ବୋପାନ୍ନା

ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଆଜି ଟେନିସ ଜଗତରୁ ଅବସର ଘୋଷଣା କରିଛନ୍ତି । ୪୫ ବର୍ଷୀୟ ଏହି ଖେଳାଳି ସୋସିଆଲ ମିଡିଆରେ ତାଙ୍କର ଅବସର ଘୋଷଣା କରିଛନ୍ତି । ବୋପାନ୍ନାଙ୍କର ଶେଷ ପ୍ରଦର୍ଶନ ପ୍ୟାରିସ୍ ମାଷ୍ଟର୍ସ ୧୦୦୦ ରେ…