Tag: Road Repair Work

୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ

ଆଗକୁ ଦୁର୍ଗାପୂଜା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପୂଜା ପୂର୍ବରୁ ସମସ୍ତ ରାସ୍ତା ମରାମତି କାମ ଶେଷ ହେବ । ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସମେତ ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ…