Tag: Revenue and Disaster Management

ଧାରଣାରତ ରାଜସ୍ଵ କର୍ମଚାରୀଙ୍କୁ ସରକାରଙ୍କ ନାଲିଆଖି

ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା…