ରାଜନୀତି ରାଜ୍ୟ ବିଧାନସଭାରେ ଚୋରି ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି September 18, 2025 Nirvay ବିଧାନସଭା ପରିସରରୁ ଚୋରି ହୋଇଥିବା ସାମଗ୍ରୀ ଫେରାଇବାକୁ କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ, ସାର୍ଟ ଚୋରି ହୋଇଥିବା ନେଇ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି । ତାଙ୍କ ଜିନିଷ…