ରାଜ୍ୟ ପରିବର୍ତ୍ତନ ହେଲା ପୁରୀ-ରାଉରକେଲା ବନ୍ଦେ ଭାରତ ସାପ୍ତାହିକ ବନ୍ଦ ଦିବସ June 3, 2025 Nirvay ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ସାପ୍ତାହିକ ବନ୍ଦ ଦିବସ । ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଏଣିକି ଶନିବାର ବଦଳରେ ମଙ୍ଗଳବାର ବନ୍ଦ ରହିବ । ଆସନ୍ତା ୭ ତାରିଖ ଶନିବାର ଠାରୁ ପ୍ରତି ଶନିବାର ପୁରୀ-ରାଉରକେଲା-ପୁରୀ ବନ୍ଦେ…