ଦେଶ Producer Vikram Bhatt Arrested: ୩୦ କୋଟି ଠକେଇ ମାମଲାରେ ସିନେ ନିର୍ମାତା ବିକ୍ରମ ଭଟ୍ଟ ଗିରଫ December 9, 2025 Nirvay ୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ । ମୁମ୍ବାଇ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ୍ ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏବଂ ବିକ୍ରମଙ୍କ ପତ୍ନୀ ଶ୍ଵେତାମ୍ବରୀ ଭଟ୍ଟଙ୍କୁ ଗିରଫ କରିଛି । ୭ ଦିନ…