ରାଜ୍ୟ ୩ଟି ପ୍ରାଇଭେଟ ବ୍ୟାଙ୍କ ସହ ସରକାରୀ କାରବାର ବନ୍ଦ ନିଷ୍ପତ୍ତିର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକିଲେ ବିଜେପି ସରକାର: ବିଜେଡି June 25, 2025 Nirvay ୩ଟି ପ୍ରାଇଭେଟ ବ୍ୟାଙ୍କର ପ୍ରଦର୍ଶନ ନିରୁତ୍ସାଜନକ କହିଥିବା ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକି ପୁଣି ନିଷ୍ପତ୍ତି ବଦଳାଇବା କାହା ସ୍ୱାର୍ଥର ବୋଲି ବିଜେଡି ପ୍ରଶ୍ନ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ…