Tag: Private Bus Owners Association

Private Bus Owners Withdraw Strike: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ

ବସ୍ ଯାତ୍ରୀଙ୍କ ପାଇଁ ବଡ ସୂଚନା । ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପୀ ହେବାକୁଥିବା ଘରୋଇ ବସ୍ ଧର୍ମଘଟ ଡାକରାକୁ ବସ୍ ମାଲିକ ସଂଘ ଆଜି ପ୍ରତ୍ୟାହୃତ କରିଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବସ୍‌ ସେବା ସଂପ୍ରସାରଣକୁ ବିରୋଧ କରି…