ରାଜ୍ୟ Bhubaneswar Airport Creates Record: ନୂଆ ରେକର୍ଡ କଲା ଭୁବନେଶ୍ୱର ବିମାନ ବନ୍ଦର: ୨୦୨୫ ରେ ୫.୧୫ ମିଲିୟନ ଯାତ୍ରୀ କରିଛନ୍ତି ଯାତାୟାତ January 14, 2026 Nirvay ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ୨୦୨୫ ମସିହାରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ରେକର୍ଡ ଅନୁସାରେ, ସର୍ବକାଳୀନ ୫.୧୫ ମିଲିୟନ ଯାତ୍ରୀ ୨୦୨୫ ମସିହାରେ ଯାତାୟାତ କରିଛନ୍ତି । ପୂର୍ବରୁ କେବେ ଏତେ ଯାତ୍ରୀ ଯାତ୍ରା କରି…