Tag: Politics

Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ

ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍‍ଦାନ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ଭୋଟର ବିବରଣୀ ଅନୁଯାୟୀ ରାତ୍ରି ୧୧ ଟା ବେଳକୁ ନୂଆପଡା ରେ ରେକର୍ଡ ୮୧.୭୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।…

Nuapada Assembly Bypoll: ଅତି ସମ୍ବେଦଶୀଳ ବୁଥ ରେ ସର୍ବାଧିକ ୯୨.୬୩% ମତଦାନ

ନୂଆପଡାରେ ସାରିଛି ଗଣତନ୍ତ୍ରର ମହାପର୍ବ । ଅତ୍ୟଧିକ ଉତ୍ସାହର ସହିତ ଭୋଟ ଦେଇଛନ୍ତି ଭୋଟର । ନୂଆପଡା ଜିଲ୍ଲା ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ସେଇମଧ୍ୟରୁ ଗାତିବେଡା – ୨ ବୁଥ ନମ୍ୱର୍ ୩୨୮ ରେ ମୋଟ ଭୋଟ…

Nuapada Bye-Election: “ଉଚ୍ଚାରଣ ଅହିଂସା, ଆଚରଣ ହିଂସା” – ଗଣତନ୍ତ୍ର ପ୍ରତି ବିପଦ: ଡ.ଯତୀନ ମହାନ୍ତି

ଆଜି ନୂଆପଡା ଏନଏସି ଅଧ୍ୟକ୍ଷଙ୍କ ପୁତୁରା କିଛି ଦଳୀୟ ଗୁଣ୍ଡାଙ୍କ ସହିତ ମିଶି ବିଜେପି କାର୍ଯ୍ୟକର୍ତାଙ୍କୁ ବନ୍ଧୁକ ଦେଖାଇ ମାରି ଦେବାର ଧମକ ଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି…

Nuapada Bypoll: ନୂଆପଡା ବିଧାନ ସଭା ଆସନକୁ ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ

ବିଜେପି ନୁଆପଡ଼ା ବିଧାନସଭା ଆସନକୁ ବିଭିନ୍ନ ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ବିଜେପି କ୍ୟାରଟ ଓ ଲାଠି ନୀତି ଦେଖାଇ ସ୍ବର୍ଗତ ବିଧାୟକଙ୍କର ପୁତ୍ର ଜୟ…

Nuapada Campaign: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ନୂଆପଡା ଉପନିର୍ବାଚନ ପାଇଁ କାଲି ସରିବ ପ୍ରଚାର । ତାପୂର୍ବରୁ ଆଜି କମ୍ପିଛି ନୂଆପଡା ମୈଦାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ାରେ ରୋଡ୍‌ ଶୋ’ କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ…

Nuapada Bypoll: ବିଜେଡି ନେତାଙ୍କ ଘରେ IT ରେଡ

ନୂଆପଡା ଉପ ନିର୍ବାଚନ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ନୂଆପଡ଼ା ଖରିଆର ରୋଡ୍‌ର ପଟେଲ ନଗର ରେ ବିଜେଡି ନେତା ମହମ୍ମଦ…

Winter Session of Parliament: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର…

Mohan Majhi’s Nuapada Visit: ମୋହନ ମାଝୀଙ୍କ ନୁଆପଡା ଗସ୍ତ କାର୍ଯ୍ୟସୂଚୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୁଣି ଥରେ ନୂଆପଡାରେ ମାରାଥନ ପ୍ରଚାର କରିବେ । ରୋଡ ଶୋ ମାଧ୍ୟମରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମାଝୀ । ମୋହନ ଚରଣ ମାଝୀଙ୍କ ନୂଆପଡା ଜିଲ୍ଲା ଗସ୍ତ ସମୟରେ ହେବାକୁଥିବା ଆଜିର…

Nuapada Bypoll: ଆସନ୍ତାକାଲି ନୂଆପଡ଼ା ଓ ଖରିଆର ରୋଡ଼ରେ ରୋଡ ଶୋ କରିବେ ମୋହନ ମାଝୀ

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ଖରିଆର ରୋଡ୍ ଏବଂ ନୂଆପଡା ଏନଏସିରେ ରୋଡଶୋ କରିବେ । ପୁଣି ଥରେ ନୂଆପଡା ଉପନିର୍ବାଚନ ପାଇଁ ମୋହନ ମାଝୀ ନୂଆପଡା ଗସ୍ତ କରି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ…

Congress Manifesto: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ନିର୍ବାଚନୀ ଇସ୍ତାହାରରେ ନୂଆପଡାର ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଶିଳ୍ପ ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ, ତିଖାଲି ପ୍ରକଳ୍ପ ଉନ୍ନତିକରଣ, ପତୋରା ଡ୍ୟାମ ଉନ୍ନତିକରଣ, କୃଷିର ଉନ୍ନତିକରଣ,…