ରାଜନୀତି ରାଜ୍ୟ ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ April 9, 2025 Nirvay ପାଣ୍ଡିଆନ କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ । ପାଣ୍ଡିଆନ ଙ୍କ ବିଷୟରେ ଗଣମାଧ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ସହ ବିଜେଡି ମୁଖ୍ୟ ପରାମର୍ଶଦାତାଙ୍କ ବଡ଼ ଡିଲ୍ ହୋଇଛି – ଦେବାଶିଷ ସାମନ୍ତରାୟ April 5, 2025 Nirvay ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବଡ ବିସ୍ଫୋରକ ବୟାନ ଦେଇଛନ୍ତି । ନାଁ ନନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ…
ରାଜନୀତି ରାଜ୍ୟ ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି April 5, 2025 Nirvay ଆସନ୍ତାକାଲି ଭାରତୀୟ ଜନତା ପାର୍ଟି (ବିଜେପି) ର ୪୬ ତମ ସ୍ଥାପନା ଦିବସ । ଏହି ଅବସରରେ ଏଥର ବିଜେପି ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।…
ରାଜନୀତି ରାଜ୍ୟ ୱାକଫ ପ୍ରସଙ୍ଗକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ April 5, 2025 Nirvay ୱାକଫ ସଂଶୋଧନ ବିଲ ପ୍ରସଙ୍ଗକୁ ନେଇ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଗଣତନ୍ତ୍ର ଓ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ବିଜୁ ଜନତା ଦଳ ‘ୱାକଫ ସଂଶୋଧନ ବିଲ’ ପ୍ରସଙ୍ଗରେ ନିଜର ସ୍ପଷ୍ଠ ପକ୍ଷ ରଖିବାରେ ବିଫଳ ହେବା…
ରାଜନୀତି ରାଜ୍ୟ ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ କହିଲେ ସସ୍ନିତ ପାତ୍ର April 5, 2025 Nirvay ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ ବୋଲି ବିଜେଡି ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ସେ ଏବେ ସଂସଦ ପ୍ରତିନିଧିଙ୍କ ସହ ତାସ୍କେଣ୍ଟ ଗସ୍ତରେ ଅଛନ୍ତି । କହିରଖୁଛୁ ଯେ ଲୋକସଭା ବାଚସ୍ପତି…
ରାଜନୀତି ରାଜ୍ୟ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରତାପ ଜେନା April 5, 2025 Nirvay ୱାକ୍ଫ ବିଲ୍ ସପକ୍ଷରେ ମତ ଦେଇଥିବା ଦଳୀୟ ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଚିଠି ଲେଖିଛନ୍ତି । ବିଜୁ ଜନତା ଦଳ ସର୍ବଦା ସଂଖ୍ୟାଲଘୁ ସଂପ୍ରାୟରେ…
ରାଜନୀତି ରାଜ୍ୟ ବିଧାୟକଙ୍କ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ March 29, 2025 Nirvay କଂଗ୍ରେସର ସମସ୍ତ ବିଧାୟକଙ୍କ ବିଧାନସଭା ଗୃହରୁ ନିଲମ୍ବନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତିଙ୍କୁ ଭେଟିଛି କଂଗ୍ରେସ ଟିମ୍ । ରାଜ୍ୟରେ ମହିଳା କମିଶନ ପଦ ଦୀର୍ଘ ଦିନ ଖାଲି ପଡ଼ିଛି ।…
ରାଜ୍ୟ ଦ୍ଵାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି March 28, 2025 Nirvay ଭୁବନେଶ୍ୱରରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ଦ୍ଵାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି, ବିହାର ରାଜ୍ୟପାଳ…
ରାଜନୀତି ରାଜ୍ୟ ଆହତ ପୋଲିସ କର୍ମଚାରୀ ଏବଂ ସାମ୍ବାଦିକଙ୍କୁ ଭେଟିଲେ ଡିଜିପି ଖୁରାନିଆ March 27, 2025 Nirvay ଭୁବନେଶ୍ୱର ଲୋୟରପିଏମଜି ଠାରେ ବିକ୍ଷୋଭକାରୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ହେଉଥିବା ପୋଲିସ କର୍ମଚାରୀ ଏବଂ ଆହତ ସାମ୍ବାଦିକ ପ୍ରଭାତ ବିଷୋୟୀଙ୍କୁ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସାକ୍ଷାତ କରିବା ସହ…
ରାଜନୀତି ରାଜ୍ୟ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ମନମୋହନ ସାମଲ March 27, 2025 Nirvay ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ରାଜନୀତିରେ ହିଂସାର ସ୍ଥାନ ନାହିଁ । ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ…