ରାଜ୍ୟ ପାର୍ବଣକୁ ଫିକା କରିପାରେ ବର୍ଷା; ଆସନ୍ତା ୧ ରେ ଆସୁଛି ଆଉ ଏକ ଲଘୁଚାପ September 27, 2025 Nirvay ପାର୍ବଣକୁ ଫିକା କରିପାରେ ବର୍ଷା । ଆସନ୍ତା ୧ ତାରିଖ ବେଳକୁ ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି…