Tag: Nuapada Bypoll Results

Nuapada Bypoll Results: ବିଜେଡି ପାଇଁ ଏକତାବଦ୍ଧ ଭାବରେ ଠିଆ ହୋଇଥିବା ଦଳୀୟ ନେତା, କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ

ନୂଆପଡା ଉପନିର୍ବାଚନରେ ​​ବିଜୁ ଜନତା ଦଳ ପାଇଁ ଏକତାବଦ୍ଧ ଭାବରେ ଠିଆ ହୋଇଥିବା ଏବଂ ଅକ୍ଳାନ୍ତ ପରିଶ୍ରମ କରିଥିବା ପ୍ରତ୍ୟେକ ନେତା, ଦଳୀୟ କର୍ମୀ ଏବଂ ପ୍ରତ୍ୟେକ ସମର୍ଥକଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇଛନ୍ତି ବିଜେଡି ସଭପରି ନବୀନ ପଟ୍ଟନାୟକ ।…