Tag: Nowgam Police Station

J&K Police Station Blast: ନୌଗାମ ଥାନାରେ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି; ବିସ୍ଫୋରଣ ‘ଦୁର୍ଘଟଣାଜନିତ’ କହିଲେ ଡିଜିପି

ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯ ରେ ପହଞ୍ଚିଛି । ୩୦ରୁ ଅଧିକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି ।ଏହି ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମସିନ୍…