Tag: NEET dispute

ନିଟ୍ ବିବାଦ: ବିଜେଡି ସାଂସଦଙ୍କ ପ୍ରତିବାଦ

ନିଟ୍ (NEET) ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତା ଯୋଗୁଁ ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ ଆଜି ସଂସଦରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ରାଜ୍ୟସଭାରେ ଏହା ଉପରେ…