Tag: Muslim Community

Eid-ul-Fitr 2026: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ୍-ଉଲ୍-ଫିତର୍, ମସଜିଦରେ ଜମିଛି ଭିଡ଼

ଆଜି ଇଦ୍-ଉଲ୍-ଫିତର୍, ଇସଲାମ ଧର୍ମାବଲମ୍ବୀ ଭାଇଭଉଣୀଙ୍କ ପବିତ୍ର ଉତ୍ସବ । ସାରା ଦେଶରେ ଇଦକୁ ହର୍ଷ ଉଲ୍ଲାସର ସହ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ । ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ଦିନ ସାରା…