ରାଜ୍ୟ Bird Census In Hirakud: ଚଳିତ ବର୍ଷ ହୀରକୁଦକୁ ଆସିଛନ୍ତି ୪ ଲକ୍ଷ ପକ୍ଷୀ January 20, 2026 Nirvay ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି ।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪ ଲକ୍ଷ ୨୧ ହଜାର ପକ୍ଷୀଙ୍କ ଆଗମନ ରେକର୍ଡ କରିଛି । ଗତବର୍ଷ…