ରାଜ୍ୟ ଅର୍ଚ୍ଚନା ଦାଶ ଓ ସୌରଭ ମହାପାତ୍ରଙ୍କ ଘର କଳିରେ ନୂଆ ମୋଡ଼ August 1, 2025 Nirvay ଘର କଳିରେ ନୂଆ ମୋଡ଼ । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ମହିଳା ଥାନା ମାମଲା ରୁଜୁ କରି ନୋଟିସ ପଠାଇବାରୁ ଆଜି ଥାନାରେ ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଥିଲେ । ହସ୍ପିଟାଲ ବେଡ୍ରେ ୨…