ରାଜ୍ୟ ମାଲକାନଗିରି ପିଏ ମୃତ୍ୟୁ ମାମଲା: ଆଇଏଏସ୍ ମନିଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ April 25, 2025 Nirvay ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଆଇଏଏସ୍ ମନିଷ ଅଗ୍ରୱାଲଙ୍କୁ ଝଟକା ଲାଗିଛି । ଓଡିଶା ହାଇକୋର୍ଟରେ ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି । ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନିଷ କାର୍ଯ୍ୟ କରୁଥିବା ସମୟରେ…