Tag: LPG Cylinder Booking

Govt Extends LPG Cylinder Booking Gap: ବଢ଼ିଲା LPG ସିଲିଣ୍ଡର୍ ବୁକିଂ ଅବଧି

ଏଲପିଜି କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏଲପିଜି ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି । ଏଣିକି ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ…