ରାଜ୍ୟ Odisha Attracts Rs 1 Lakh Crore Investment: ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟିର ନିବେଶ January 18, 2026 Nirvay କୋଲକାତାରୁ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି । କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଏହି ନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି । ଏହି ସମ୍ମିଳନୀରେ ମୋଟ ୨୭ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।…