ରାଜ୍ୟ ଜଗତସିଂହପୁର ଜିଲ୍ଲା ହେବ ରାଜ୍ୟ ବିକାଶର ଏକ ନମ୍ବର ଗ୍ରୋଥ ଇଞ୍ଜିନ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ April 4, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ଜିଲ୍ଲା ଓଡିଶା ସରକାରଙ୍କ ସମୃଦ୍ଧ ଓଡ଼ିଶାର ଜୟ ଯାତ୍ରାରେ ଗ୍ରୋଥ ଇଞ୍ଜିନ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି…