ଦେଶ Jharkhand Encounter: ଝାଡ଼ଖଣ୍ଡରେ ଏନକାଉଣ୍ଟର; ୧୫ ମାଓବାଦୀ ନିପାତ January 22, 2026 Nirvay ମାଓ ଦମନ ନେଇ ବଡ଼ ଅଭିଯାନ । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଆଜି ସୁରକ୍ଷାବାହିନୀଙ୍କ ଦ୍ୱାରା ୧୫ ଜଣ ନକ୍ସଲ ନିହତ ହୋଇଛନ୍ତି । ନିପାତ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ…