ରାଜ୍ୟ ରାଜଧାନୀର ଆଇଟିଇଆର (ITER) କଲେଜରେ ନିଆଁ July 18, 2025 Nirvay ରାଜଧାନୀ ଭୁବନେଶ୍ଵର ଜାଗମରାସ୍ଥିତ ଆଇଟିଇଆର (ITER) କଲେଜରେ ଭୟାବହ ନିଆଁ ଲାଗିଛି । ଫଳରେ କଲେଜ ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଅଗ୍ନିକାଣ୍ଡରେ ଛାତ୍ରଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି ।…