ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ରେ ବଡ଼ ଧରଣର ଆଇଟି ରେଡ୍ January 19, 2024 Nirvay ଭୁବନେଶ୍ୱର: ପୁଣି ଆୟକର ବିଭାଗର ବଡଧରଣର ଚଢ଼ାଉ। ଛତିଶଗଡ଼ ଓ ଓଡିଶାରେ ପୁଣି ଏକକାଳୀନ ବଡଧରଣର ରେଡ୍ କରୁଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ (ବଣ୍ଟି) ଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଆୟକର ବିଭାଗ।…