ରାଜନୀତି ରାଜ୍ୟ IRS officers ill-Treated at Lok Bhavan: ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି April 18, 2026 Nirvay ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜଭବନରେ ଜଣେ ଓଡ଼ିଆ ଏଏସଓ ଅଧିକାରୀଙ୍କୁ ମାଡ଼ମାରି ଜୋତା ଚାଟିବାକୁ ବାଧ୍ୟ କରାଯାଇଥିବା ଘଟଣା ଜନମାନସରେ ଏବେବି ସତେଜ ଥିଲାବେଳେ ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନର ଲୋକ ଭବନ ପରିସରରେ ଜଣେ ଓଡ଼ିଆଙ୍କ ସମେତ…