Tag: Indian Student

ବାଂଲାଦେଶରେ ହିଂସା: ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ବାଙ୍ଗଲାଦେଶରେ ହିଂସା ଥମିବାର ନାଁ ଧରୁନି। ଏହି ହିଂସା ପାଇଁ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ବାଂଲାଦେଶ ଅଶାନ୍ତ ହୋଇପଡିଥିବାବେଳେ ୧୧୫କୁ ବଢ଼ିଲାଣି ମୃତ୍ୟୁସଂଖ୍ୟା । ନିଯୁକ୍ତିରେ ସଂରକ୍ଷଣକୁ ବିରୋଧ କରି ଏଭଳି ହିଂସା ଜାରି ରହିଛି । ହିଂସାକାଣ୍ଡ…