ରାଜ୍ୟ Illegal Mining In Ganjam: ଗଞ୍ଜାମ ଜିଲ୍ଲାରେ ବାଲି ଓ କଳାପଥର ଚାଲାଣ ସିଣ୍ଡିକେଟ୍ ମାମଲାରେ ୨.୬୩ କୋଟି ଟଙ୍କା ଜବତ କଲା ଇଡି January 18, 2026 Nirvay ଗଞ୍ଜାମ ଜିଲ୍ଲାରେ ବାଲି ଓ କଳାପଥର ଚାଲାଣ ସିଣ୍ଡିକେଟ୍ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ଅଧିକାରୀମାନେ ଗଞ୍ଜାମ ଜିଲ୍ଲାର ୨୫ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛନ୍ତି ଏବଂ ଏହି କାର୍ଯ୍ୟାନୁଷ୍ଠାନରେ ୬ଟି ରାଜ୍ୟର ୧୭୫ରୁ…